ଆରେ ଆଜି କାଲି ଝିଅ ଡୁପୁଲିକେଟ୍ ଘିଅ
ହେଲେ ଚକ ଚକ ଜରି
ଆରେ ଦେଖିବାକୁ ଥଣ୍ଡା ଛୁଇଲେ ଗରମ …
ଭାଈନା ବିନା କ୍ଷୀର ଵାଲା କ୍ଷୀରି …
ଝିଅ ମାନେ ସବୁ ପବନ ଆଗେ ଥଣ୍ଡୀ ହାୱ
ପରେ cyclone ….
ଝିଅ ମାନେ ସବୁ ଲଣ୍ଠନ ଆଗେ Oxygen
ପରେ Poison ..
ପ୍ରେମ କରିବା ଆଗରୁ ଲାଗନ୍ତି ଭାରି ଭଲ
ପ୍ରେମ ହେଇ ଗଲାପରେ କରନ୍ତି କଲବଲ
ସେତ ଡବଲ sim …ଡବଲ sim ….ଡବଲ sim ଵାଲା
କି କହିବି ଝିଅ କଂର ଯେତେ Bio Data
ଶନିବାରେ ଫୁଲ ସେତ ରବିବାରେ କଣ୍ଟା
ଯାହାକୁ ଭାବୁଛୁ ଭାଇ ତୁ ମିଶିରୀ ମିଠା
ବାକି ହେଇ ଯିବ ସେତ ପିତା ଚିରେ ଇତା
ଭାଇନା ପିତା ଚିରେ ଇତା ..ଭାଇନାପିତା ଚିରେ ଇତା
ପ୍ରଥମେ ପ୍ରଥମେ ଝିଅ ନାଚନ୍ତି
ପୁଅକଂ ହାତରେ କଣ୍ଡେଇ ପରି
ତାପରେ ଜାଂଣିଥା ଝିଅ ନଚାନ୍ତି
ପୁଅଙ୍କୁ ହାତରେ ରିମୋଟ ଧରି
ପ୍ରଥମେ ପ୍ରଥମେ ଝିଅ ମାନେତ
ଖାଆନ୍ତି ଅଜଣା ଚାଉଳ ଭାତ
ତାପରେ ମା ରାଣ୍ ସକାଳୁ ସଞ୍ଜ
ପୁଅଙ୍କ ସାଥିରେ ମହା ଭାରତ
ପ୍ରେମ କରିବା ଆଗରୁ ଲାଗନ୍ତି ପ୍ରଜାପତି
ପ୍ରେମ ହେଇ ଗଲାପରେ କରନ୍ତି ସଙ୍କରାନ୍ତି
ସେତ Double Role ..Double Role ଵାଲା
ଆଜି କାଲି ଝିଅ କଂର ପନ୍ଦରଟା ରୂପ
ପ୍ରେମ ତାଙ୍କ ପାଈଁ ଗୋଟେ ଜହ୍ନ ମାମୁଁ ଗପ
ଗୋରା ଗୋରା ଝିଅ କଂର କଳା କାର୍ନାମା ….
ଫୁଲ ଭିତରେ ପୁରେଇ ଦେଇ ଦେବେ ବୋମା
ଭାଇନା ଦେଇ ଦେବେ ବୋମା … ଦେଇ ଦେବେ ବୋମା
ଭାଇନା ଦେଇ ଦେବେ ବୋମା ..
ଲଭ ଆଗରୁ ପୁଅ ଲାଗନ୍ତି ଝିଅ କୁ ଟୋଟାଲ ସୁନା ପିଲା
ପ୍ରେମ ହେଲା ପରେ ଦିନ କେଇଟାରେ ଆମର କାଳେ
character ଢ଼ିଲା
ଲଭ ଆଗରୁ ଆମକଥାଗୁଡା ଝିଅ କୁ ଲାଗଇ ମହୁଠୁ ମିଠା
ପ୍ରେମ ହେଲା ପରେ ସେଇ ଝିଅ ପୁଣି କହେ ଭାଇ ଏଠୁ ଅଳିଆ ହଟା
ସେତ ମଉକା ପାଇଲେ କରନ୍ତି କେତେ ଖେଳ
ଖେଳ ସରିଲେ କରନ୍ତି ସାଷ୍ଟାଙ୍ଗ ନମସ୍କାର
ସେତ Double sound ..Double sound …Double sound ଵାଲା
ଦେଖି ଚାହିଁ ପ୍ରେମ ଟିକେ କରୁଥବ ଭାଇ
ଆଜି ହଁ କରି କାଲି କହି ଦେବେ ନାଇଁ
ଝିଅକୁ ବିଶ୍ଵସ କରିବଟି ଯିଏ
ଅଖା ଧଉଥିବା ଗୁଣ ଗାଉଥିବ ସିଏ ……ଗୁଣ ଗାଉଥିବ ସିଏ
ଗାଉଥିବ ସିଏ …..ଗୁଣ ଗାଉଥିବ ସିଏ
Song Credits:
♪ Singers- Humane Sagar
♪ Lyrics- Basant Raj Samal
♪ Music- Prem Anand
Comments
Post a Comment