About Ye Loveship - Tune into Ye Loveship Odia romantic melody song sung by Swayam & Ananya from the upcoming odia movie Chal Tike Dusta Heba to be released in the new year 2019.
ପୁ- ଗୋଟେ ପେନସିଲ କୁ ଭାଙ୍ଗି ଦୁହେଁ ଲେଖିବା ଥିଲା Friendship
ଗୋଟେ ଚକଲେଟ କୁ ସେୟାର କରି ଖାଇବା ଥିଲା Friendship
ଝି- ଗୋଟେ ପେନସିଲ କୁ ଭାଙ୍ଗି ଦୁହେଁ ଲେଖିବା ଥିଲା Friendship
ଗୋଟେ ଚକଲେଟ କୁ ସେୟାର କରି ଖାଇବା ଥିଲା Friendship
ପୁ- ପ୍ରଥମ ଥର ମୁଁ ଆଜି ତୋ ଠୁଁ ଗଲିରେ ବୁଝି
Friendship ଟିକେ ବଢିଗଲେ ହେଇଯାଏ Loveship
ୟେ Loveship...Loveship ( 3 )
ପୁ- ହଁ ତୋ ପାଖରେ ପାଖାପାଖି ବସିବାକୁ ଡେଲି
ମୁଁ କରୁଥିଲି କେତେ କେତେ ଟ୍ରିପ
ଝି- ଗୋଟେ ଫୋନ କରି ସାଙ୍ଗହେଇ ଲୁଚିବା ଥିଲା Friendship
ପୁ- ଗୋଟେ ଜିଦ ପାଇଁ ସାଙ୍ଗହୋଇ ଲଢିବା ଥିଲା Friendship
ଝି- ପ୍ରଥମ ଥର ମୁଁ ଆଜି ତୋ ଠୁଁ ଗଲିରେ ବୁଝି
Friendship ଟିକେ ବଢିଗଲେ ହେଇଯାଏ Loveship
ୟେ Loveship...Loveship ( 3 )
Comments
Post a Comment