Skip to main content

ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ(ete megha thai)


 Song : Ete Megha Thai
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
କାହା ସାଥେ ଚାଲୁଛି ମୁଁ ,
କାହା ସାଥେ ଗପୁଛି ମୁଁ ॰ ॰
ଛାଇ ନିଦରେ ॰ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰
ଜଳାନା ନା ନା ଜଳାନା  ଆଉ ତୁ ଖେଳାନା ଜୀବନ ଏତେ ॰ ॰
ବାଧୁଛି ରେ ଭାରି ମତେ ॰ ॰ ॰
ପ୍ରେମରେ, ମିଛ ପ୍ରେମରେ  ପୁଣି ମତେରେ କୁଆଡେ ଡାକୁ ॰ ॰
ଜିଇଛି ରେ ଦୁକୁ ଦୁକୁ ॰ ॰
ଯାଯାବର ମେଘ ଟେ ମୁଁ ॰ ଜରଜର ପାଦ ଟେ ମୁଁ ॰ ॰
ବିନା ଋତୁରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପକାନା ମନେ ପକାନା ॰  ଆଉ ତୁ କନ୍ଦାନା ଗଲା ସମୟ ॰
ତରଳି ଯାଏ ହୃଦୟ ॰ ॰
ଓ ହୋ ଶୁଣାନା ନା ନା ଶୁଣାନା ॰ ଆଉ ତୁ ଶିଖାନା ॰
ପ୍ରେମର ଗୀତ ॰ ॰  ମନା କରେ ମୋ ଅତୀତ ॰
ଅଧା ଚିରା କାଗଜ ମୁଁ ॰  ଅଧା ଶୁଝା କରଜ ମୁଁ ॰
ମନ ହାଟ ରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ହୋ ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
କାହା ସାଥେ ଚାଲୁଛି ମୁଁ ,
କାହା ସାଥେ ଗପୁଛି ମୁଁ ॰ ॰
ଛାଇ ନିଦରେ ॰ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ହୋ ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰ ॰ ॰


  • Song-Ete Megha Thai
  • Movie : Bhala Paye Tate Sahe Ru Sahe
  •  Singer : Babusan
  •  Star cast : Babusan, Sheetal
  •  Music Director : Bikas Das
  •  Lyrics : Bapu Goswami
  •  Director : Sudhanshu Mohan Sahu
  •  Producer : Sitaram Agrawal
  •  Music Label : Sidharth Music

Comments

Post a Comment

Popular posts from this blog

Friendship ଟିକେ ବଢିଗଲେ ହେଇଯାଏ Loveship(Ye Loveship)

About Ye Loveship -  Tune into Ye Loveship Odia romantic melody song sung by Swayam & Ananya from the upcoming odia movie Chal Tike Dusta Heba to be released in the new year 2019.  ପୁ- ଗୋଟେ ପେନସିଲ କୁ ଭାଙ୍ଗି ଦୁହେଁ ଲେଖିବା ଥିଲା Friendship ଗୋଟେ ଚକଲେଟ କୁ ସେୟାର କରି ଖାଇବା ଥିଲା Friendship ଝି-  ଗୋଟେ ପେନସିଲ କୁ ଭାଙ୍ଗି ଦୁହେଁ ଲେଖିବା ଥିଲା Friendship ଗୋଟେ ଚକଲେଟ କୁ ସେୟାର କରି ଖାଇବା ଥିଲା Friendship ପୁ- ପ୍ରଥମ ଥର ମୁଁ ଆଜି ତୋ ଠୁଁ ଗଲିରେ ବୁଝି Friendship ଟିକେ ବଢିଗଲେ ହେଇଯାଏ Loveship ୟେ Loveship...Loveship ( 3 ) ପୁ- ହଁ ତୋ ପାଖରେ ପାଖାପାଖି ବସିବାକୁ ଡେଲି ମୁଁ କରୁଥିଲି କେତେ କେତେ ଟ୍ରିପ ଝି- ଗୋଟେ ଫୋନ କରି ସାଙ୍ଗହେଇ ଲୁଚିବା ଥିଲା Friendship ପୁ- ଗୋଟେ ଜିଦ ପାଇଁ ସାଙ୍ଗହୋଇ ଲଢିବା ଥିଲା Friendship ଝି- ପ୍ରଥମ ଥର ମୁଁ ଆଜି ତୋ ଠୁଁ ଗଲିରେ ବୁଝି Friendship ଟିକେ ବଢିଗଲେ ହେଇଯାଏ Loveship ୟେ Loveship...Loveship ( 3 )

Jhia Ra Icha Achi (ଝିଅର ଇଚ୍ଛା ଅଛି) Lyrics

ଅନେଇ ଦେଇ ଆଖିରେ ସିଟି ମାରୁଛି  ଛିଟିକି  ଗଲେ ଛାତିଟା ପିଟି ହଉଛି .. ଅନେଇ ଦେଇ ଆଖିରେ ସିଟି ମାରୁଛି  ଛିଟିକି ଗଲେ ଛାତିଟା ପିଟି ହଉଛି .. କେବେ ରାଗି ଯାଉଛି ବାଟ ଭାଙ୍ଗି ଯାଉଚି  ଅଧା ବାଟେ ପୁଣି ମୁଁହ ମୋଡ଼ି ଚାହୁଁଚି ……. ଝିଅର ଇଚ୍ଛା ଅଛି ” ଇଚ୍ଛା ଅଛି ”ଇଚ୍ଛା ଅଛି  ହେଲେ ନାଇଁ ନାଇଁ କରୁଛି . ଝିଅର ଇଚ୍ଛା ଅଛି ” ଇଚ୍ଛା ଅଛି ”ଇଚ୍ଛା ଅଛି  ହେଲେ ନାଇଁ ନାଇଁ ନାଇଁ କରୁଛି . ହଁ ..ବାଟରେ ଯେବେ ଦେଖା ହଉଛି ତଳକୁ ମୁଁହ ମାଡ଼ି ଦଉଚି  କଥା କହିଲେ ଛେପ ଧୁକୁଛି ତାମାନେ ପାଟି ପୂରା ପଟିଚି  ବାଟରେ ଯେବେ ଦେଖା ହଉଛି ତଳକୁ ମୁଁହ ମାଡ଼ି ଦଉଚି  କଥା କହିଲେ ଛେପ ଢୁକୁଛି ତାମାନେ ପାଟି ପୂରା ପଟିଚି କଥାରେ କଥା ମିଶେଇ କିଂଣି ନଉଚି  ମନରେ ମନ ବସେଇ ଟାଣୀ ନଉଚି  କେବେ ଧରି ନଉଚି କେବେ ଟାଣି ନଉଚି  ଧ କହିଲେ ଧନ ପୂରା ମାଡ଼ି ଵଉଚି ….. ଝିଅର ଇଚ୍ଛା ଅଛି ” ଇଚ୍ଛା ଅଛି ”ଇଚ୍ଛା ଅଛି  ପୁଣି ନାଇଁ ନାଇଁ କରୁଛି . ଝିଅର ଇଚ୍ଛା ଅଛି ” ଇଚ୍ଛା ଅଛି ”ଇଚ୍ଛା ଅଛି  ପୁଣି ନାଇଁ ନାଇଁ ନାଇଁ କରୁଛି . ଆଖିରେ ଯେବେ ଆଖି ରଖୁଛି 2/4 ଘଣ୍ଟା ଲାଖି ରହୁଛି  ପାଖରେ ଆସି ଘଷି ହଉଚି ଠିକଣା ବେଳେ ଖସି ଯାଉଛି  ଆଖିରେ ଯେବେ ଆଖି ରଖୁଛି ...

Ore Priya, Bele bele bhala lage Achinha Hrudaya lyrics in odia

-:About the song:- Song : Bele Bele Bhala Laage Movie : Romeo Julliet Singer : Sabisesh & Diptirekha Music Director : Prem Anand Lyrics : Subrat Swain Director : Sudhakar Basant   Bele bele bhala lage Achinha Hrudaya F Bele bele chhati tale Kare se athaya M Sei hrudaya thare Bhala lagila pare F Sei hrudaya thare Bhala lagila pare M Sabu nua nua… M Ore Piya E Kya Hogeya F Ore Piya E Kya Hogeya (x2) M Adinare thare thare Mati chhuen megha Mati chhuen megha Megha thare chhuin dele Mana daga daga mana daga daga F Daga thare lagi gale Aakhi diga hara Aakhi diga hara Na dekhi bi dekhi hue Adekha esara Adekha esara M Bele Bele Bhala lage Aajana chehera F Bele bele mana lahe Niara niara M Sei chehera thare Bhala lagila pare F Sei chehera thare Bhala lagila pare Sabu nua nua…. F Ore Piya E Kya Hogeya (x2) M Ore Piya E Kya Hogeya (x2) F A Belare thare th...