ଅନେଇ ଦେଇ ଆଖିରେ ସିଟି ମାରୁଛି ଛିଟିକି ଗଲେ ଛାତିଟା ପିଟି ହଉଛି .. ଅନେଇ ଦେଇ ଆଖିରେ ସିଟି ମାରୁଛି ଛିଟିକି ଗଲେ ଛାତିଟା ପିଟି ହଉଛି .. କେବେ ରାଗି ଯାଉଛି ବାଟ ଭାଙ୍ଗି ଯାଉଚି ଅଧା ବାଟେ ପୁଣି ମୁଁହ ମୋଡ଼ି ଚାହୁଁଚି ……. ଝିଅର ଇଚ୍ଛା ଅଛି ” ଇଚ୍ଛା ଅଛି ”ଇଚ୍ଛା ଅଛି ହେଲେ ନାଇଁ ନାଇଁ କରୁଛି . ଝିଅର ଇଚ୍ଛା ଅଛି ” ଇଚ୍ଛା ଅଛି ”ଇଚ୍ଛା ଅଛି ହେଲେ ନାଇଁ ନାଇଁ ନାଇଁ କରୁଛି . ହଁ ..ବାଟରେ ଯେବେ ଦେଖା ହଉଛି ତଳକୁ ମୁଁହ ମାଡ଼ି ଦଉଚି କଥା କହିଲେ ଛେପ ଧୁକୁଛି ତାମାନେ ପାଟି ପୂରା ପଟିଚି ବାଟରେ ଯେବେ ଦେଖା ହଉଛି ତଳକୁ ମୁଁହ ମାଡ଼ି ଦଉଚି କଥା କହିଲେ ଛେପ ଢୁକୁଛି ତାମାନେ ପାଟି ପୂରା ପଟିଚି କଥାରେ କଥା ମିଶେଇ କିଂଣି ନଉଚି ମନରେ ମନ ବସେଇ ଟାଣୀ ନଉଚି କେବେ ଧରି ନଉଚି କେବେ ଟାଣି ନଉଚି ଧ କହିଲେ ଧନ ପୂରା ମାଡ଼ି ଵଉଚି ….. ଝିଅର ଇଚ୍ଛା ଅଛି ” ଇଚ୍ଛା ଅଛି ”ଇଚ୍ଛା ଅଛି ପୁଣି ନାଇଁ ନାଇଁ କରୁଛି . ଝିଅର ଇଚ୍ଛା ଅଛି ” ଇଚ୍ଛା ଅଛି ”ଇଚ୍ଛା ଅଛି ପୁଣି ନାଇଁ ନାଇଁ ନାଇଁ କରୁଛି . ଆଖିରେ ଯେବେ ଆଖି ରଖୁଛି 2/4 ଘଣ୍ଟା ଲାଖି ରହୁଛି ପାଖରେ ଆସି ଘଷି ହଉଚି ଠିକଣା ବେଳେ ଖସି ଯାଉଛି ଆଖିରେ ଯେବେ ଆଖି ରଖୁଛି 2/4 ଘଣ୍ଟା ଲାଖି ରହୁଛି ପାଖରେ ଆସି ଘଷି ହଉଚି ଠିକଣା ବେଳେ ଖସି ଯାଉଛି ଫୁଲ ଦୋକାନୀ ପ
You can get odia Latest songs lyrics from us. We are happy to help you.
Comments
Post a Comment