ପ୍ରିୟା ମୋ ପ୍ରିୟା
ପ୍ରିୟା ମୋ ପ୍ରିୟା..
ତତେ ମୁଁ ଖୋଜୁଛି
ତୋ ପାଇଁ ଝୁରୁଛି
ଠିକଣା ହଜିଛି
ବାଟ ମୁଁ ଭୁଲିଛି
କଉଠି ଅଛୁ ରେ ଆଃ
ପ୍ରିୟା ମୋ ପ୍ରିୟା..ପ୍ରିୟା ମୋ ପ୍ରିୟା.
ଜୀବନ ଲାଗିଛି ବାଜି
ପୃଥିବୀ ଯାଇଛି ହଜି
ଯାଇଥା ଯଉଠି ହଜି
ତଥାପି ପାଇବି ଖୋଜି
ଲୁହ ବି ଶୁଖୁନି
କୋହ ବି ଥମୁନି
ଆଶା ମୋ ସରିନି
ଭରସା ତୁଟିନି
କଉଠି ଅଛୁ ରେ ଆଃ
ପ୍ରିୟା ମୋ ପ୍ରିୟା..ପ୍ରିୟା ମୋ ପ୍ରିୟା
ତୁ ଆଃ ଆଃ ରେ ଆଃ.. ତୁ ଆଃ ଆଃ ରେ ଆଃ
ଖୋଜି ମୁଁ ପାଉନି ତତେ
ସତେକି ଲୁଚୁଛୁ ମତେ
ଜୀବନ ଗଲେ ବି ମୋର
ଥିବି ମୁଁ ଆଖିରେ ତୋର
ଆଖି ବି ପାଉନି
ମନ ବି ବୁଝୁନି
ନିଶ୍ୱାସ ସରିନି
ବିଶ୍ୱାସ ମରିନି
ଏଇଠି ଅଛି ମୁଁ ଆଃ
ତୁ ଆଃ ଆଃ ରେ ଆଃ.. ତୁ ଆଃ ଆଃ ରେ ଆଃ
ପ୍ରିୟା ମୋ ପ୍ରିୟା..ପ୍ରିୟା ମୋ ପ୍ରିୟା
- Priya Mo Priya Odia Lyrics from movie Abhay
- movie : abhay
- song : priya mo priya
- lyricist : basant raj samal
- music : prem anand
- singer : human sagar,diptirekha
Comments
Post a Comment