ଆରେ ଆଜି କାଲି ଝିଅ ଡୁପୁଲିକେଟ୍ ଘିଅ ହେଲେ ଚକ ଚକ ଜରି ଆରେ ଦେଖିବାକୁ ଥଣ୍ଡା ଛୁଇଲେ ଗରମ … ଭାଈନା ବିନା କ୍ଷୀର ଵାଲା କ୍ଷୀରି … ଝିଅ ମାନେ ସବୁ ପବନ ଆଗେ ଥଣ୍ଡୀ ହାୱ ପରେ cyclone …. ଝିଅ ମାନେ ସବୁ ଲଣ୍ଠନ ଆଗେ Oxygen ପରେ Poison .. ପ୍ରେମ କରିବା ଆଗରୁ ଲାଗନ୍ତି ଭାରି ଭଲ ପ୍ରେମ ହେଇ ଗଲାପରେ କରନ୍ତି କଲବଲ ସେତ ଡବଲ sim …ଡବଲ sim ….ଡବଲ sim ଵାଲା କି କହିବି ଝିଅ କଂର ଯେତେ Bio Data ଶନିବାରେ ଫୁଲ ସେତ ରବିବାରେ କଣ୍ଟା ଯାହାକୁ ଭାବୁଛୁ ଭାଇ ତୁ ମିଶିରୀ ମିଠା ବାକି ହେଇ ଯିବ ସେତ ପିତା ଚିରେ ଇତା ଭାଇନା ପିତା ଚିରେ ଇତା ..ଭାଇନାପିତା ଚିରେ ଇତା ପ୍ରଥମେ ପ୍ରଥମେ ଝିଅ ନାଚନ୍ତି ପୁଅକଂ ହାତରେ କଣ୍ଡେଇ ପରି ତାପରେ ଜାଂଣିଥା ଝିଅ ନଚାନ୍ତି ପୁଅଙ୍କୁ ହାତରେ ରିମୋଟ ଧରି ପ୍ରଥମେ ପ୍ରଥମେ ଝିଅ ମାନେତ ଖାଆନ୍ତି ଅଜଣା ଚାଉଳ ଭାତ ତାପରେ ମା ରାଣ୍ ସକାଳୁ ସଞ୍ଜ ପୁଅଙ୍କ ସାଥିରେ ମହା ଭାରତ ପ୍ରେମ କରିବା ଆଗରୁ ଲାଗନ୍ତି ପ୍ରଜାପତି ପ୍ରେମ ହେଇ ଗଲାପରେ କରନ୍ତି ସଙ୍କରାନ୍ତି ସେତ Double Role ..Double Role ଵାଲା ଆଜି କାଲି ଝିଅ କଂର ପନ୍ଦରଟା ରୂପ ପ୍ରେମ ତାଙ୍କ ପାଈଁ ଗୋଟେ ଜହ୍ନ ମାମୁଁ ଗପ ଗୋରା ଗୋରା ଝିଅ କଂର କଳା କାର୍ନାମା …. ଫୁଲ ଭିତରେ ପୁରେଇ ଦେଇ ଦେବେ ବୋମା ଭାଇନା ଦେଇ ଦେବେ ବୋମା … ଦେଇ ଦେବେ ବୋମା ଭା...
You can get odia Latest songs lyrics from us. We are happy to help you.